Similar apps
Compare allApp info
- Installs
- 5,000+
- Category
- Entertainment
- Content rating
- Everyone
- Version
- 1.0.0
- Released
- Apr 23, 2026
- Last updated
- 10 Oct 2026
- In-app purchases
- No
- Contains ads
- Yes
- Promo video
- No
- Requires Android
- 7.0
Loading…
This app isn't in any of our charts yet.
Bug Fix
Complete Odia Jatak, Kundali matching, Rashiphala and astrology app.
🌟 ଓଡ଼ିଆ ଜାତକ (Odia Jatak) - ଓଡ଼ିଶାର ସର୍ବଶ୍ରେଷ୍ଠ ଏବଂ ସମ୍ପୂର୍ଣ୍ଣ ଜ୍ୟୋତିଷ ଓ ପଞ୍ଚାଙ୍ଗ ଆପ୍। ମୁଖ୍ୟ ବିଶେଷତ୍ୱ (Features): ୧. AI ଡିଜିଟାଲ୍ ଜ୍ୟୋତିଷ ଚାଟ୍ (AI Astrologer Chat) • ପ୍ରଶ୍ନ ଉତ୍ତର: କାରିୟର୍, ବିବାହ, ସ୍ୱାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନ ଓଡ଼ିଆରେ ପଚାରି ତୁରନ୍ତ ଉତ୍ତର ପାଆନ୍ତୁ। • ଫଟୋ/ସ୍କ୍ରିନସଟ୍ ଯାଞ୍ଚ: ଆପଣଙ୍କ ଜାତକ/କୁଣ୍ଡଳୀର ଫଟୋ ଅପଲୋଡ୍ କରି AI ଜ୍ୟୋତିଷଙ୍କ ସହ ଆଲୋଚନା କରନ୍ତୁ। • ଓଡ଼ିଆ ଭଏସ୍ (TTS): ସ୍ପେଶାଲ୍ Text-to-Speech ସୁବିଧା ମାଧ୍ୟମରେ ସବୁ ଭବିଷ୍ୟବାଣୀକୁ ଓଡ଼ିଆ ଭଏସ୍ରେ ଶୁଣନ୍ତୁ। • ସେଭ୍ ଚାଟ୍ ହିଷ୍ଟ୍ରି: ଆପଣଙ୍କ ଚାଟ୍ ଇତିହାସ ସେଭ୍ ହୋଇ ରହିବ, ଯାହାକୁ ଆପଣ ପରେ ମଧ୍ୟ ପଢ଼ିପାରିବେ। • WhatsApp ସେୟାର୍: AI ର ଉତ୍ତରକୁ ସହଜରେ କପି କରନ୍ତୁ କିମ୍ବା WhatsApp ରେ ସେୟାର୍ କରନ୍ତୁ। ୨. ସମ୍ପୂର୍ଣ୍ଣ ଜାତକ (Complete Horoscope) • ଜନ୍ମ ତାରିଖ, ସମୟ ଏବଂ ସ୍ଥାନ ଦେଇ ନିଜର ସମ୍ପୂର୍ଣ୍ଣ ଓଡ଼ିଆ ଜାତକ ପ୍ରସ୍ତୁତ କରନ୍ତୁ। • ଲଗ୍ନ, ରାଶି, ଜନ୍ମ ନକ୍ଷତ୍ର, ଶୁଭ ରଙ୍ଗ ଓ ଶୁଭ ଅଙ୍କର ସୂଚନା। • ଜାତକରେ ମାଙ୍ଗଳିକ ଦୋଷ ବିଚାର ଏବଂ ଏହାର ସହଜ ପ୍ରତିକାର। • ଶୁଭ ରତ୍ନ, ରୁଦ୍ରାକ୍ଷ ପିନ୍ଧିବାର ନିୟମ ଏବଂ ନକ୍ଷତ୍ର ଅନୁଯାୟୀ ଶିଶୁଙ୍କ ପାଇଁ ୧୦ଟି ଶୁଭ ନାମ। ୩. ନିର୍ଭୁଲ ଗାଣିତିକ ବିଶ୍ଳେଷଣ (Mathematical Precision) • ସଠିକ୍ Local Mean Time (LMT) ଏବଂ ଲଗ୍ନ ଗଣନା (ଯାହା ତାଳପତ୍ର ପୋଥି ଗଣିତ ଅନୁଯାୟୀ ପ୍ରସ୍ତୁତ)। • ସମସ୍ତ ଗ୍ରହଙ୍କ ସ୍ପଷ୍ଟ ସ୍ଥିତି (ଡିଗ୍ରୀ, ମିନିଟ୍ ଓ ସେକେଣ୍ଡ ସହ) ଏବଂ ଅସ୍ତ ଗ୍ରହଙ୍କ ସୂଚନା। ୪. ପାରମ୍ପରିକ ଜାତକ ଚକ୍ର (Traditional Kundali) • ଓଡ଼ିଶାର ପାରମ୍ପରିକ ତାଳପତ୍ର ପୋଥି ଶୈଳୀରେ ପ୍ରସ୍ତୁତ ସ୍ଥିର ରାଶି ଚକ୍ର (ମେଷରୁ ମୀନ) ଏବଂ ଲଗ୍ନ ଆଧାରିତ ୧୨ଟି ଘରର ଚିତ୍ର। ୫. ୧୨ ଭାବର ସମ୍ପୂର୍ଣ୍ଣ ଫଳାଫଳ (12 Houses Predictions) • ପ୍ରଥମରୁ ଦ୍ୱାଦଶ ଭାବ ପର୍ଯ୍ୟନ୍ତ ପ୍ରତ୍ୟେକ ଘରର ବିସ୍ତୃତ ବିଶ୍ଳେଷଣ। • ଗ୍ରହମାନଙ୍କ ଶୁଭ-ଅଶୁଭ ପ୍ରଭାବ ଏବଂ ଦୋଷ ଖଣ୍ଡନ ପାଇଁ ବୈଦିକ ପ୍ରତିକାର। ୬. ମହାଦଶା ଓ ବାର୍ଷିକ ଫଳ (Dasha & Yearly Horoscope) • ଜନ୍ମ ସମୟର ପ୍ରଥମ ମହାଦଶା ଭୋଗ୍ୟ କାଳର ସୂକ୍ଷ୍ମ ଗଣନା। • ବର୍ତ୍ତମାନର ମହାଦଶା-ଅନ୍ତର୍ଦଶା ଫଳାଫଳ ଏବଂ ଆଗାମୀ ୫ ବର୍ଷର ଅଙ୍କ ଜ୍ୟୋତିଷ ଆଧାରିତ ବାର୍ଷିକ ଫଳ। ୭. ଦୈନିକ ପଞ୍ଚାଙ୍ଗ ଓ ରାଶିଫଳ (Daily Panchang & Rashifal) • ପ୍ରତିଦିନର ତିଥି, ନକ୍ଷତ୍ର, ପକ୍ଷ, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ରାହୁକାଳ ଏବଂ ଶୁଭ ଅମୃତବେଳା। • ସଠିକ୍ ସୌର ଦିନ ଗଣନା (ଯେପରି କି ମେଷ ଦିନ ୧, ବୃଷ ଦିନ ୧୫)। • ସମ୍ପୂର୍ଣ୍ଣ ନୂଆ ଏବଂ ପ୍ରତିଦିନ ବଦଳୁଥିବା ସଠିକ୍ ଦୈନିକ ରାଶିଫଳ। ୮. କୋଷ୍ଠୀ ମେଳକ (Matchmaking / Milan) • ବିବାହ ପାଇଁ ପୁଅ ଓ ଝିଅଙ୍କ ଜନ୍ମ ବିବରଣୀ ଦେଇ ୩୬ ଗୁଣ ମିଳନ (ଅଷ୍ଟକୁଟ ମିଳନ) କରନ୍ତୁ। • ଜନ୍ମ ସମୟ ନଥିଲେ କେବଳ ରାଶି ଓ ନକ୍ଷତ୍ର ଦେଇ ମଧ୍ୟ ଗୁଣ ମିଳନ କରିହେବ। • ଉଭୟଙ୍କ କୁଣ୍ଡଳୀର ମାଙ୍ଗଳିକ ଦୋଷ ମେଳକ ବିଶ୍ଳେଷଣ। 9. ବିସ୍ତୃତ ଅଙ୍କ ଜ୍ୟୋତିଷ (Advanced Numerology) • ମୂଳାଙ୍କ ଓ ଭାଗ୍ୟାଙ୍କ ଅନୁଯାୟୀ ନିଜର ବ୍ୟକ୍ତିତ୍ୱ ଜାଣନ୍ତୁ। • ନାମର ସ୍ପେଲିଂ ଶୁଭ କି ନାହିଁ ଜାଣନ୍ତୁ। ମୋବାଇଲ୍ ଓ ଗାଡ଼ି ନମ୍ବର ଯାଞ୍ଚ କରି ଶୁଭ ନମ୍ବର ପାଆନ୍ତୁ। ୧୦. ସନ୍ତାନ ପ୍ରାପ୍ତି ମୁହୂର୍ତ୍ତ (Garbhadhana Sanskar) • ଏକ ସୁସ୍ଥ ଓ ଭାଗ୍ୟଶାଳୀ ସନ୍ତାନ ପାଇଁ ଶାସ୍ତ୍ରୀୟ ନିୟମ ଅନୁସାରେ ଆଗାମୀ ୧୮୦ ଦିନ ମଧ୍ୟରୁ ୧୦ଟି ସର୍ବୋତ୍ତମ ଶୁଭ ଗର୍ଭଧାରଣ ରାତ୍ରିର ସୂଚନା। ୧୧. ଶୁଭ ମୁହୂର୍ତ୍ତ ଓ ପର୍ବପର୍ବାଣୀ (Muhurat & Calendar) • ବିବାହ, ଗୃହ ପ୍ରବେଶ, ବ୍ରତୋପନୟନ ଓ ଗାଡ଼ି କ୍ରୟ ପାଇଁ ଶୁଭ ମୁହୂର୍ତ୍ତ। • ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଓଷାବ୍ରତ, ସଂକ୍ରାନ୍ତି ଓ ମୁଖ୍ୟ ପର୍ବପର୍ବାଣୀର ହାଇଲାଇଟ୍ ତାଲିକା। ୧୨. ୟୁଜର୍ ସୁବିଧା (User-Friendly Features) • ନିଜ ପରିବାର ଓ ବନ୍ଧୁମାନଙ୍କ ଜାତକ ସେଭ୍ (Save) କରି ରଖିବାର ସୁବିଧା। • WhatsApp ରେ ଜାତକର ମୁଖ୍ୟ ଫଳାଫଳ ସେୟାର୍ ସୁବିଧା ଏବଂ ସିଧାସଳଖ ଟେଲିଗ୍ରାମ୍ ସପୋର୍ଟ।